Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାବର୍ଷ ଆରମ୍ଭ ହୋଇପାରେ ଜନଗଣନା

Banajyotshna Ray
Browse all articles by Banajyotshna Ray
·1 year ago
ଆସନ୍ତାବର୍ଷ ଆରମ୍ଭ ହୋଇପାରେ ଜନଗଣନା

ଅର୍ଗସ ବ୍ୟୁରୋ:  ଦେଶରେ ଜନଗଣନାକୁ ନେଇ ଆସିଲା ବଡ ଅପଡେଟ୍ । ଆସନ୍ତାବର୍ଷ ଆରମ୍ଭ ହୋଇପାରେ ଜନଗଣନା । ୨୦୨୫ରୁ ୨୦୨୬ ଯାଏ ଦେଶରେ ଚାଲିବ ପ୍ରକ୍ରିୟା । ୨୦୨୧ରେ ହେବାକୁ ଥିବା ଜନଗଣନା କରୋନା ଯୋଗୁଁ ବନ୍ଦ ରହିଥିଲା । ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ପ୍ରକ୍ରିୟାରେ ଜନଗଣନା ହେବ । ଏଥିପାଇଁ ବିଶେଷ ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The government is expected to begin the next census, an official survey of the country's population, in 2025 after a four-year-long delay, sources said on Monday. | Argus News