Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାଓ୍ୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ହେଲ୍ପଲାଇନ୍‌ ନମ୍ବର ଜାରି

National

ହାଓ୍ୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ହେଲ୍ପଲାଇନ୍‌ ନମ୍ବର ଜାରି

Manini Pattanayak
Browse all articles by Manini Pattanayak
·1 year ago
ହାଓ୍ୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ,  ହେଲ୍ପଲାଇନ୍‌ ନମ୍ବର ଜାରି

ନୂଆଦିଲ୍ଲୀ:  ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଚକ୍ରଧରପୁରପୁର ଡିଭିଜନ୍ ରାଜଖରସୁଆଁରୁ 7 କିମି ଦୂରରେ ଦୁର୍ଘଟଣା। ହାଓଡ଼ା-ମୁମ୍ବାଇ ଏକ୍ସପ୍ରେସର 3ଟି ବଗି ଲାଇନଚ୍ୟୁତ। ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। 

ଭୋର ପ୍ରାୟ 3.45 ସମୟରେ ହୋଇଛି ଦୁର୍ଘଟଣା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍। ତେବେ ଜାରି ରହିଛି ଉଦ୍ଧାର କାର୍ଯ୍ୟ। ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ନଂ ଜାରି। ରାଉରକେଲା - 0661-2501072/2500244/2500191/2500171। ଝାରସୁଗୁଡ଼ା ପାଇଁ ହେଲପଲାଇନ୍ ନଂ - 06645-27253 ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The accident occurred at 3.45 am near Badabamboo, between Rajkharswan West Outer and Barabamboo in Chakradharpur division | Argus News