Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ

Manini Pattanayak
Browse all articles by Manini Pattanayak
·1 year ago
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍ତ ଗଣମାଧ୍ୟମ ରିପୋର୍ଟରୁ ପୀଡ଼ିତାଙ୍କ ଫଟୋ ଓ ପରିଚୟ ଗୋପାନ ରଖିବାକୁ ନିର୍ଦେଶ ଦୋହରାଇଛନ୍ତି ସର୍ବୋଚ୍ଚକୋର୍ଟ ।

ସିବିଆଇ ତଦନ୍ତରୁ ମାମଲାରେ ବହୁ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି । ଆର୍ଥିକ ଅନିୟମିତତା ସହ ହତ୍ୟା ପ୍ରମାଣ ହଟାଇବାକୁ ଉଦ୍ୟମ ହୋଇଥିବା ପ୍ରମାଣ ମିଳିଛି । ସିବିଆଇ ଓ ରାଜ୍ୟ ସରକାରଙ୍କୁ ଆଗାମୀ ଶୁଣାଣି ସମୟରେ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି 14 ଅକ୍ଟୋବରରେ ହେବ ।     

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The identity and photos of the victims are being circulated in the media, and the Supreme Court is again in tears | Argus News