Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ବଦେଶ ଫେରିଲା ଭାରତୀୟ ହକି ଟିମ୍

National

ସ୍ବଦେଶ ଫେରିଲା ଭାରତୀୟ ହକି ଟିମ୍

Manini Pattanayak
Browse all articles by Manini Pattanayak
·1 year ago
ସ୍ବଦେଶ ଫେରିଲା ଭାରତୀୟ ହକି ଟିମ୍

ନୂଆଦିଲ୍ଲୀ :  ସ୍ବଦେଶ ଫେରିଲା ଭାରତୀୟ ହକି ଟିମ୍। ପ୍ୟାରିସରୁ ଆସି ଦିଲ୍ଲୀରେ ପହଞ୍ଚିଲେ ଭାରତୀୟ ଖେଳାଳି।  ବିମାନବନ୍ଦରରେ ବିପୁଳ ସ୍ବାଗତ। ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି  ଦେଶକୁ ଗୌରବାନ୍ୱିତ କରିଛି ହକି ଟିମ୍‌।

କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଅଧିନାୟକ ହରମନପ୍ରୀତ। ଇଣ୍ଡିଆ ଟିମ୍ ର ସମସ୍ତ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 
ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The Indian men's hockey team got a grand welcome in Delhi on August 10, Saturday as they returned from Paris after winning an Olympic bronze medal. | Argus News