Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପାଳନ ହୋଇଛି ଭାରତୀୟ ନୌସେନାର ବିଟିଂ ରେଟ୍ରିଟ୍‌ ସେରିମନି

National

ପାଳନ ହୋଇଛି ଭାରତୀୟ ନୌସେନାର ବିଟିଂ ରେଟ୍ରିଟ୍‌ ସେରିମନି

Banajyotshna Ray
Browse all articles by Banajyotshna Ray
·2 years ago
ପାଳନ ହୋଇଛି ଭାରତୀୟ ନୌସେନାର ବିଟିଂ ରେଟ୍ରିଟ୍‌ ସେରିମନି

ଅର୍ଗସ ବ୍ୟୁରୋ: ମୁମ୍ବାଇ ଗେଟ ୱେ ଅଫ୍‌ ଇଣ୍ଡିଆରେ ପାଳନ ହୋଇଯାଇଛି ଭାରତୀୟ ନୌସେନାର ବିଟିଂ ରେଟ୍ରିଟ୍‌ ସେରିମନି । ନୌବୀରଙ୍କ ପରାକ୍ରମ ଓ ସୌର୍ଯ୍ୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳନ ହୋଇଥାଏ ଏହି ଉତ୍ସବ । 1971 ମହିହା ଯୁଦ୍ଧରେ କରାଚୀ ବନ୍ଦରରେ ଭାରତୀୟ ନୌସେନା ପକ୍ଷରୁ ହୋଇଥିବା ଆକ୍ରମଣକୁ ମନେପକାଇବା ଉଦ୍ଦେଶ୍ୟରେ ଏହାକୁ ପାଳନ କରାଯାଇଥାଏ । ତେବେ ଏହି ଉତ୍ସବରେ ଗେଟ ୱେ ଅଫ୍‌ ଇଣ୍ଡିଆ ଆଗରେ ପରେଡ କରିଛନ୍ତି ନୌସେନାର ଯବାନ । ଏଥିସହ ଆକାଶରେ ନିଜର ଶକ୍ତି ଦେଖାଇଛି ନୌସେନାର ହେଲିକପ୍ଟର ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The Indian Navy's Battle Retreat Ceremony has been held | Argus News