Videos
|
National

18 ତାରିଖରେ ପିଏମଙ୍କ ରୋଡ ଶୋ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଅନୁମତି

Banajyotshna Ray
Browse all articles by Banajyotshna Ray
·2 years ago
18 ତାରିଖରେ ପିଏମଙ୍କ ରୋଡ ଶୋ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ଅନୁମତି

ଅର୍ଗସ ବ୍ୟୁରୋ: ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ମିଳିଲା ଅନୁମତି । 18 ତାରିଖରେ ପିଏମଙ୍କ ରୋଡ ଶୋ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି । ପୂର୍ବରୁ ଜିଲ୍ଲା ପୋଲିସ୍ ସୁରକ୍ଷା ସହ ବିଭିନ୍ନ କାରଣ ଦର୍ଶାଇ କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’କୁ ଅନୁମତି ଦେଇନଥିଲା ଜିଲ୍ଲା ପୋଲିସ ।

ତାମିଲନାଡୁର କୋଏମ୍ବାଟୁରରେ ମାର୍ଚ୍ଚ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ଶୋ’ କରିବା ପାଇଁ ଅନୁମତି ଦେବାକୁ ଜିଲ୍ଲା ପୁଲିସ୍ ନିକଟରେ ଆବେଦନ କରିଥିଲା ବିଜେପି। ଯେଉଁ ବାଟ ଦେଇ ଏହି ରୋଡ୍‌ଶୋ’ ଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲା, ସେଠାରେ ଅନେକ ସ୍କୁଲ ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: