Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

13ରୁ ଆରମ୍ଭ ମହାକୁମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

Banajyotshna Ray
Browse all articles by Banajyotshna Ray
·1 year ago
13ରୁ ଆରମ୍ଭ ମହାକୁମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

ଅର୍ଗସ ବ୍ୟୁରୋ:  ପ୍ରୟାଗରାଜରେ ମହାକୁମ୍ଭକୁ ନେଇ ବ୍ୟାପକ ପ୍ରସ୍ତୁତି । ଆସନ୍ତା 13 ତାରିଖଠୁ ମହାକୁମ୍ଭ ଆରମ୍ଭ ହେଉଥିବାରୁ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେଇଛି ଉତ୍ତର ପ୍ରଦେଶ ପୋଲିସ । ଏଆଇ ଟୋକନୋଲୋଜିର ଉପଯୋଗ ସହ କୁମ୍ଭମେଳା ସ୍ଥଳରେ ଲାଗିଛି 4 ହଜାର କ୍ୟାମେରା । ସାଇବର ଠକଙ୍କ ଉପରେ ବି ରହିଛି ନଜର । ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିବାବେଳେ ପରିବେଶକୁ ସ୍ବଚ୍ଛ ରଖିବାକୁ ବହୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ଦେଶ, ବିଦେଶରୁ ସାଧୁ, ସନ୍ଥଙ୍କ ସମେତ ଚଳିତବର୍ଷ ମହାକୁମ୍ଭରେ ବିଶ୍ବର ବିଭିନ୍ନ ୟୁନିଭରସିଟିରୁ ଶିକ୍ଷାବିତ ମଧ୍ୟ ଯୋଗଦେବେ ।


ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored