Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ପୁଣି ଏକ  ବଡଧରଣର ଟ୍ରେନ୍ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ   

Manini Pattanayak
Browse all articles by Manini Pattanayak
·2 years ago
 ପୁଣି ଏକ  ବଡଧରଣର ଟ୍ରେନ୍ ଦୁର୍ଘଟଣା, ଚାଲିଗଲା ୧୨ ଜୀବନ   

ନୂଆଦିଲ୍ଲୀ:  ଝାଡଖଣ୍ଡର ଜମତାରାର କାଲଝାରିଆରେ ଏକ ବଡଧରଣ ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଅନେକ ମୃତାହାତ ସୂଚନା ।  ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଆଜି ସଂଧ୍ୟାରେ ଜାମତଡା ଷ୍ଟେସନ ନିକଟରେ ଅଟକିଥିବା ଏକ ପାସେଞ୍ଜର ଟ୍ରେନରୁ ଓହ୍ଲାଇବା ପରେ ଯାତ୍ରୀମାନେ ରେଳଧାରଣା ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଛି ।

ଅଧିକ ପଢନ୍ତୁ  : ଆନ୍ଧ୍ର-ଓଡ଼ିଶା ସୀମାରେ ଭୟଙ୍କର ଟ୍ରେନ ଦୁର୍ଘଟଣା

ଘଟଣାସ୍ଥଳରେ ରେଳବାଇ ଅଧିକାରୀ ଓ ଆରପିଏଫ ଟିମ୍‌ ସମେତ ଉଦ୍ଧାରକାରୀ ଟିମ ପହଞ୍ଚିଛନ୍ତି । ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jamtara train accident: Some reports said at least 12 people were crushed to death in the mishap. | Argus News