Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭିଡରୁ ହଟି କିଛି ଭିନ୍ନ କାର୍ଯ୍ୟ କର: ଯୋଗୀ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଭିଡରୁ ହଟି କିଛି ଭିନ୍ନ କାର୍ଯ୍ୟ କର: ଯୋଗୀ

Key Points

ଭିଡରୁ ହଟି କିଛି ଭିନ୍ନ କାର୍ଯ୍ୟ କର

ଅନ୍ୟମାନେ ଆପଣଙ୍କଠାରୁ ପ୍ରେରଣା ନେବେ

ଭିଡରୁ ହଟି କିଛି ଭିନ୍ନ କାର୍ଯ୍ୟ କର । ଅନ୍ୟମାନେ ଆପଣଙ୍କଠାରୁ ପ୍ରେରଣା ନେବେ । ଯୁବ ଉଦ୍ୟମୀ ସମ୍ମିଳନୀରେ ସମ୍ବୋଧନ ବେଳେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌରେ ଇନ୍ଦିରାଗାନ୍ଧି ପ୍ରତିଷ୍ଠାନରେ ଦୁଇ ଦିନିଆ ସିଏମ କନକ୍ଲେଭ ଏବଂ ଏକ୍ସପୋ-୨୦୨୫ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ମୁଖ୍ୟମନ୍ତ୍ରୀ ଯୁବା ଉଦ୍ୟମୀ ବିକାଶ ଅଭିଯାନ ଏମିତି ଏକ ସ୍କିମ ଯେଉଁଠି ସୁଧ ମୁକତ୍ ଏବଂ ଗ୍ୟାରେଣ୍ଟି ମୁକ୍ତ ଋଣ ପ୍ରଦାନ କରିବେ।


ବର୍ତ୍ତମାନସୁଦ୍ଧା ଉତ୍ତରପ୍ରଦେଶରେ ୬୮ ହଜାର ଯୁବ ଉଦ୍ୟମୀଙ୍କୁ ୨୭୫୧ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ବର୍ତ୍ତମାନ ଉତ୍ତରପ୍ରଦେଶର ଯୁବା ରୋଜଗାର ପ୍ରଦାନ କରିବା ଉଦ୍ୟମୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତରପ୍ରଦେଶର ଭାଗ୍ୟ ପରିବର୍ତ୍ତନ କରିଥିବା ସେ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-mukhyamantri-yuva-udyami-yojana-according-to-the-chief-minister-is-no-longer-just-a-government-scheme-but-a-powerful-platform-enabling-youth-to-provide-empl | Argus News