Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦେଶରେ ୪ ହଜାର ୮୦୦ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago
ଦେଶରେ ୪ ହଜାର ୮୦୦ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା

Key Points

ଦେଶରେ 4 ହଜାର 800 ଟପିଲା କୋରନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟା ଭିତରେ ସାରା ଦେଶରେ ସାତ ଜଣଙ୍କ ଜୀବନ ନେଇଛି ଏହି ଭାଇରସ।

ଦେଶରେ 4 ହଜାର 800 ଟପିଲା କୋରନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟା ଭିତରେ ସାରା ଦେଶରେ ସାତ ଜଣଙ୍କ ଜୀବନ ନେଇଛି ଏହି ଭାଇରସ। ସେପଟେ କେବଳ ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟା ଭିତରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଶେହ ଟପିଥିବା ବେଳେ 2 ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ ବାଦ କର୍ଣ୍ଣାଟକରେ 2 ଏବଂ ମହାରାଷ୍ଟ୍ରରେ 3 ଜଣଙ୍କ ମୃତ୍ୟୁ ଘଟିଛି।


ତେବେ ଗୁଜରାଟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 508କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ 436, କେରଳରେ 1487, ମହାରାଷ୍ଟ୍ରରେ 526 ଏବଂ ପଶ୍ଚିମବଙ୍ଗରେ 538କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦିଲ୍ଲୀରେ 560 ଟପିଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା..।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The number of Covid cases in the country has crossed 4,800 | Argus News