Videos
|
National

ତ୍ରିଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କଲା ବିମାନ 

Sangram Tripathy
Browse all articles by Sangram Tripathy
·1 year ago
ତ୍ରିଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କଲା ବିମାନ 

ଅର୍ଗସ ବ୍ୟୁରୋ:ଟଳିଲା ବିପଦ,ତ୍ରିଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ୨ଘଣ୍ଟାରୁ ଅଧିକ ସମୟ ଧରି ଟକ୍କର କାଟିଥିଲା ବିମାନ। ତ୍ରିଚିରୁ ଶାରଜାହ ଅଭିମୁଖେ ଉଡାଣ ଭରିଥିଲା ବିମାନ,ଏଥିରେ ୧୪୦ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The plane landed safely at Trichy airport | Argus News