Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

National

ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Manini Pattanayak
Browse all articles by Manini Pattanayak
·2 years ago
ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଲୋକସଭା ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିହାର ଗସ୍ତରେ ଅଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ  ପାଟନା ସାହିବ ସ୍ଥିତ ଗୁରୁଦ୍ୱାରରେ ପହଞ୍ଚିଥିଲେ । ପଗଡି ପିନ୍ଧି ଶ୍ରୀ ହରମାନନ୍ଦ ଜୀ ପାଟନା ସାହେବଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ।

ପ୍ରଥମେ ମୋଦି ଗୁରୁଦ୍ୱାରରେ ଖାଦ୍ୟ ରାନ୍ଧିଥିଲେ ଏବଂ  ପରେ ନିଜେ ତିଆରି କରିଥିବା ରୁଟିକୁ ଲୋକଙ୍କୁ ଖାଇବାକୁ ଦେଇଥିଲେ । ବିଶେଷ କରି ସେଠାରେ ହୋଇଥିବା ଲଙ୍ଗରରେ ବସିଥିବା ଲୋକଙ୍କୁ ଖାଦ୍ୟ ମଧ୍ୟ ପରିବେଷଣ କରିଥିଲେ।  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଖତ୍‌ ଶ୍ରୀ ହରମାନନ୍ଦ ଜୀ, ପାଟନା ସାହିବଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The PM visited Sri Harimandir Ji Patna Sahib a day after holding a roadshow in the state capital. | Argus News