Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପହଲଗାମ ନରସଂହାରକୁ ନେଇ ପାକିସ୍ତାନ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ପହଲଗାମ ନରସଂହାରକୁ ନେଇ ପାକିସ୍ତାନ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ

Key Points

ପାକିସ୍ତାନ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ
ପର୍ଯ୍ୟଟନକୁ ଟାର୍ଗେଟ୍ କରି ଗରିବ କାଶ୍ମୀରୀଙ୍କ ରୋଜଗାର ବୁଡ଼ାଇବାକୁ ହୋଇଥିଲା ଷଡ଼ଯନ୍ତ୍ର
ଅପରେସନ ସିନ୍ଦୂରରେ ଆତଙ୍କୀସ୍ତାନକୁ ମିଳିଛି କଡ଼ା

ପହଲଗାମ ନରସଂହାରକୁ ନେଇ ପାକିସ୍ତାନ ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ। କହିଲେ, ପାକିସ୍ତାନ ମାନବିକତା ବିରୋଧୀ। ଭାରତରେ ଦଙ୍ଗା ପାଇଁ କରିଥିଲା ଚେଷ୍ଟା। ପର୍ଯ୍ୟଟନକୁ ଟାର୍ଗେଟ୍ କରି ଗରିବ କାଶ୍ମୀରୀଙ୍କ ରୋଜଗାର ବୁଡ଼ାଇବାକୁ ହୋଇଥିଲା ଷଡ଼ଯନ୍ତ୍ର। ଅପରେସନ ସିନ୍ଦୂରରେ ଆତଙ୍କୀସ୍ତାନକୁ ମିଳିଛି କଡ଼ା ବାର୍ତ୍ତା। ଲଜ୍ଜାଜନକ ପରାଜୟକୁ ସବୁଦିନ ମନେ ରଖିବ ପାକିସ୍ତାନ।

ପିଏମ୍ କହିଛନ୍ତି- ପାକିସ୍ତାନ ମାନବିକତା ବିରୋଧୀ । ଭାରତରେ ଦଙ୍ଗା କରିବାକୁ ଚାହୁଁଥିଲା । ଆଦିଲ୍ ଭଳି ସାଧାରଣ ଲୋକ ଯିଏ ନିଜ ପେଟ ପୋଷିବା ସହ ପରିବାର ଚଳାଇବା ପାଇଁ ରୋଜଗାର କରୁଥିଲା ତାକୁ ବି ମାରିଦେଲେ । କିନ୍ତୁ ଜାମ୍ମୁ କାଶ୍ମୀର ବାସୀନ୍ଦା ଆତଙ୍କବାଦ ବିରୋଧରେ ଚାଲିଥିବା ଏହି ଲଢେଇରେ କଡା ବାର୍ତ୍ତା ଦେଇଛନ୍ତି । ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଛି । ପାକିସ୍ତାନ ଭିତରେ ପଶି ଆମେ ମାରିଛୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-prime-minister-again-lashed-out-at-pakistan-over-the-pahalgam-massacre | Argus News