Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ

Sangram Tripathy
Browse all articles by Sangram Tripathy
·1 year ago
ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:ଏଥର ବି ଯବାନଙ୍କ ସହ ଦୀପାବଳି। ଗୁଜରାଟର କଚ୍ଛରେ ବିଏସଫ୍ ଯବାନଙ୍କ ଗହଣରେ ଦୀପାବଳି ମନାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ର ପ୍ରତି ସମର୍ପିତ ଯବାନଙ୍କୁ କଲେ ସଲାମ୍ କହିଲେ ଯବାନଙ୍କୁ ଯାଉଛି ଭାରତର ସବୁ ଉପଲବ୍ଧିର ଶ୍ରେୟ। ପିଏମ୍ ଙ୍କ ଉପସ୍ଥିତି ବଢାଇଛି ସେନାର ଆତ୍ମବଳ ଓ ଉତ୍ସାହ। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ପ୍ରତ୍ୟେକ ଦୀପାବଳି ଯବାନଙ୍କ ଗହଣରେ ମନାଇ ଆସୁଛନ୍ତି ମୋଦି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister celebrated Diwali in the presence of BSF jawans | Argus News