Videos
|
National

ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ: ମୋଦି

Banajyotshna Ray
Browse all articles by Banajyotshna Ray
·2 years ago
ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ: ମୋଦି

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୧୪୦ କୋଟି ଭାରତୀୟ ବାଂଲାଦେଶରେ ଥିବା ହିନ୍ଦୁଙ୍କ ସୁରକ୍ଷା ପ୍ରତି ଚିନ୍ତିତ ଅଛନ୍ତି। ଭାରତ ସର୍ବଦା ବାଂଲାଦେଶର ପ୍ରଗତିର ଶୁଭାକାଂକ୍ଷି ରହିବ। ସେଠାକାର ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ଆମେ ଆଶା କରୁଛୁ। ଭାରତୀୟମାନେ ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷିତ ଏବଂ ନିଶ୍ଚିନ୍ତ ରୁହନ୍ତୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିନକୁ ଦିନ ବାଂଲାଦେଶରେ ହିଂସାକାଣ୍ଡ ଥମିବାର ନାଁ ଧରୁନି। ଏଭଳି ପରିସ୍ଥିତିରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାରତରେ ରହିଥିବା ବେଳେ ବାଂଲାଦେଶରେ ରହିଥିବା ହିନ୍ଦୁଙ୍କ ପ୍ରତି ଅନ୍ୟାୟ ହେଉଛି। ସେମାନଙ୍କ ସୁରକ୍ଷା କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: