ଲାଓସରେ ଆୟୋଜିତ ଏସିଆନ ସମ୍ମିଳନୀରେ ଯୋଗଦେଇ ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ:ଲାଓସରେ ଆୟୋଜିତ ଏସିଆନ ସମ୍ମିଳନୀରେ ଯୋଗଦେଇ ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଏସିଆ ସମ୍ମିଳନୀରେ ଟାଇଫୁନ ୟାଗୀରେ ପ୍ରାଣ ହରାଇଥିବା ଲୋକଙ୍କୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମବେଦନା ଜଣାଇଛନ୍ତି। ୟୁରେସିଆ ଏବଂ ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଆଣିବାକୁ ଦେଇଛନ୍ତି
ଆହ୍ବାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: