ସାବରମତି ଆଶ୍ରମ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
·2 years ago

ନୂଆଦିଲ୍ଲୀ: ଗୁଜରାଟ ଗସ୍ତରେ ପିଏମ୍ ମୋଦି । ଅହମ୍ମଦାବାଦ ସାବରମତି ଆଶ୍ରମ ପରିଦର୍ଶନରେ ପ୍ରଧାନମନ୍ତ୍ରୀ । ଗାନ୍ଧି ଆଶ୍ରମ ମେମୋରିଆଲ ପାଇଁ ମାଷ୍ଟର ପ୍ଲାନ ଲଞ୍ଚ୍ କରିବା ସହ କୋଚ୍ରାବ ଆଶ୍ରମର ଲୋକାର୍ପଣ କରିଛନ୍ତି ।
ଆଶ୍ରମରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପିଏମ୍ ମୋଦି। ଆଶ୍ରମ ବୁଲିବା ସହ ସେଠାରେ କାମ କରୁଥିବା କର୍ମଚାରୀଙ୍କ ସହ କରିଛନ୍ତି ଆଲୋଚନା।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: