Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମଥର ପାଇଁ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମଥର ପାଇଁ ବିହାର ଗସ୍ତରେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ବିହାରରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ବିହାର ଗସ୍ତରେ ଯାଉଛନ୍ତି । ବିହାର ଜମ୍ମୁଇ ନିର୍ବାଚନୀ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। ଏହାପରେ ସେ ପଶ୍ଚିମବଂଗ କୁଚବିହାରରେ ପ୍ରଚାର କରିବେ । କୁଚବିହାରରେ ବ୍ୟାପକ ହିଂସା ହେଉଥିବାରୁ ସେଠାରେ ଅଧିକ ସଂଖ୍ୟକ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୩ଟା ୩୦ରେ ପ୍ରଧାନମନ୍ତ୍ରୀ କୁଚବିହାରରେ ଉଦବୋଧନ ଦେବେ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ଉତ୍ତରାଖଣ୍ଡ ଯାଇ ପିଥୋରଗଡ, ବିକାଶ ନଗରରେ  ପ୍ରଚାର କରିବେ ।...କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଅମିତ ଶାହ ତାମିଲନାଡୁରେ ଆଜି୪ଟି ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister will come down to Pragati Maidan today | Argus News