Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆରମ୍ଭ ହେବ ଶ୍ରୀରାମ ଦରବାରର ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା

Rashmita Mishra
Browse all articles by Rashmita Mishra
·1 year ago
 ଆରମ୍ଭ ହେବ ଶ୍ରୀରାମ ଦରବାରର ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା

Key Points

ଆରମ୍ଭ ହେବ ଶ୍ରୀରାମ ଦରବାରର ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା
ଚଳଚଞ୍ଚଳ ଶ୍ରୀରାମ ନଗରୀ ଅଯୋଧ୍ୟା
ପ୍ରାଣ ପ୍ରତିଷ୍ଠା କରାଇବେ ଅଯୋଧ୍ୟା ଓ କାଶୀର ୧୦୧ ଆଚାର୍ଯ୍ୟ
ଚମକୁଛି ସୁନା ଛାଉଣୀ ହୋଇଥିବା ରାମ ଦରବାରର ମୁଖ୍ୟ କଳସ

ଆଜିଠୁ ଆରମ୍ଭ ହେବ ଶ୍ରୀରାମ ଦରବାରର ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା । ଚଳଚଞ୍ଚଳ ଶ୍ରୀରାମ ନଗରୀ ଅଯୋଧ୍ୟା । ଶ୍ରୀରାମ ଦରବାର ସମେତ ବେଢାରେ ଥିବା ଅନ୍ୟ ୮ଟି ମନ୍ଦିରର ବି ହେବ ପ୍ରାଣ ପ୍ରତିଷ୍ଠା । ରାମ ମନ୍ଦିରର ପ୍ରଥମ ମହଲାରେ ରାଜା ରାମଙ୍କ ଏକ ଦରବାର ରହିବ। ଏହି ଦରବାରରେ ପ୍ରଭୁ ଶ୍ରୀ ରାମ ତାଙ୍କ ସାନ ଭାଇ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ମାତା ଜାନକୀ ଏବଂ ସେବକ ହନୁମାନଙ୍କ ସହିତ ଉପସ୍ଥିତ ରହିବେ। ତେବେ ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ଆକର୍ଷଣ ସାଜିଛି ମନ୍ଦିରର କଳସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-process-of-establishing-the-soul-of-shri-ram-darbar-will-begin | Argus News