Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଗଷ୍ଟ ୧୫ରୁ  ଲାଗୁହେବ ନିୟମ,ଗୁଡ୍ ମର୍ଣ୍ଣିଂ ବଦଳରେ ପିଲାଏ କହିବେ ଜୟ ହିନ୍ଦ୍

Sangram Tripathy
Browse all articles by Sangram Tripathy
·1 year ago
ଅଗଷ୍ଟ ୧୫ରୁ  ଲାଗୁହେବ ନିୟମ,ଗୁଡ୍ ମର୍ଣ୍ଣିଂ ବଦଳରେ ପିଲାଏ କହିବେ ଜୟ ହିନ୍ଦ୍


ଅର୍ଗସ ବ୍ୟୁରୋ: ସ୍କୁଲରେ ଗୁଡ୍ ମର୍ଣ୍ଣିଂ ବଦଳରେ ପିଲାଏ କହିବେ ଜୟ ହିନ୍ଦ୍। ଅଗଷ୍ଟ ୧୫ରୁ ସମସ୍ତ ସ୍କୁଲରେ ଏହି ନିୟମ ଲାଗୁହେବ। ପିଲାମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ହରିୟାଣା ସରକାର। ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ପ୍ରାଥମିକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ଭିତରେ ଦେଶଭକ୍ତି ଏବଂ ଜାତୀୟତାବାଦର ଭାବନା ସୃଷ୍ଟି କରିବାକୁ ଲକ୍ଷ୍ୟରେ ଏଭଳି ନିଷ୍ପର୍ତ୍ତି ନେଇଛନ୍ତି ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The rule will be implemented from August 15, children will say Jai Hind instead of good morning | Argus News