Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ ଏକତା ଦୌଡ଼ କାର୍ଯ୍ୟକ୍ରମ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ 

Sangram Tripathy
Browse all articles by Sangram Tripathy
·1 year ago
ଦିଲ୍ଲୀରେ ଏକତା ଦୌଡ଼ କାର୍ଯ୍ୟକ୍ରମ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ 

ଅର୍ଗସ ବ୍ୟୁରୋ:ସାରା ଦେଶରେ ଏକତା ଦୌଡ଼ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନୂଆଦିଲ୍ଲୀରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏକତା ଦୌଡ଼ର ଆୟୋଜନ କରାଯାଇଛି । ଏଥିରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ସଂଗଠନର ସଦସ୍ୟ ସାମିଲ ହୋଇଛନ୍ତି । ଅଗରତାଲା, ଡେରାଡୁନ, ଅହମ୍ମଦାବାଦ ଭଳି ବିଭିନ୍ନ ସ୍ଥାନରେ ଏକତା ଦୌଡ଼ର ଆୟୋଜନ କରାଯାଇଛି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Union Home Minister inaugurated the Unity Run program in Delhi | Argus News