ଦେଶର ପ୍ରଗତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି: ଅଶ୍ୱିନୀ ବୈଷ୍ଣବ
·2 years ago·1 min read

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାମ୍ବାଦିକ ସମ୍ମିଳନୀ । ଦେଶର ପ୍ରଗତିରେ ଏକ ବଡ଼ ପରିବର୍ତ୍ତନ ହୋଇଛି ସେଥିପାଇଁ ଆଜି ମୁଁ ଏହାର ସୂଚନା ଦେଉଛି।ଦେଶର ଉତ୍ପାଦନ ଲଗାତର ଭବେ ସ୍ୱାଧୀନତା ପରେ ଦୁର୍ବଳ ହେଉଥିଲା। "ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ 'ମେକ୍ ଇନ୍ ଇଣ୍ଡିଆ' ଲଞ୍ଚ କରିଥିଲେ, ସେତେବେଳେ ଏହା ଅତ୍ୟନ୍ତ ସାହସିକ ପଦକ୍ଷେପ ଥିଲା ବୋଲି କହିଛନ୍ତି ଅଶ୍ୱିନୀ। ବିରୋଧୀ ଦଳମାନେ ଏହାକୁ ସମାଲୋଚନା କରିଥିଲେ। ଯଦି ଆପଣ ସେତେବେଳେ କଂଗ୍ରେସ ଦଳର ମନିଫେଷ୍ଟୋକୁ ଦେଖନ୍ତି, ତେବେ ସେମାନେ 'ମେକ୍ ଇନ୍' ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
କିନ୍ତୁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହା କଲେ ସେତେବେଳେ କଂଗ୍ରେସ ଏହାକୁ ସମାଲୋଚନା କଲା । ଆମେ ଶୀଘ୍ର 1 ଟ୍ରିଲିୟନ ଡଲାର ରପ୍ତାନି ପାଇଁ ପ୍ରସ୍ତୁତ ହେବୁ ଏବଂ ଏହା ପଛରେ ମୂଳଦୁଆ ଉତ୍ପାଦନ ହେଉଛି manufacturing । ସବୁ କ୍ଷେତ୍ରରେ ଭାରତ ସଶକ୍ତ ହେଉଛି ବୋଲି କହିଛନ୍ତି ଅଶ୍ୱିନୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: