Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସର ଦ୍ୱିତୀୟ ତାଲିକାରେ ବି ଓଡ଼ିଶାର ନାଁ ନାହିଁ

Manini Pattanayak
Browse all articles by Manini Pattanayak
·2 years ago
କଂଗ୍ରେସର ଦ୍ୱିତୀୟ ତାଲିକାରେ ବି ଓଡ଼ିଶାର ନାଁ ନାହିଁ

ନୂଆଦିଲ୍ଲୀ: କଂଗ୍ରେସର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା। ଦିତ୍ୱୀୟ ପ୍ରାର୍ଥୀ ତାଲିକାରେ  ଆସାମରୁ ସର୍ବାଧିକ ୧୨ ଥିବାବେଳେ  ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ୧୦ଟି ଲେଖାଏଁ ଆସନ ପାଇଁ ଘୋଷଣା। ଗୁଜୁରାଟରୁ  ୭, ଉତ୍ତରାଖଣ୍ଡରୁ ୩ ଓ ଡାମନ ଡିୟୁରୁ ୧ ଆସନ ରହିଛି।

 ଆସାମ ଜୋରହାଟରୁ ଲଢିବେ ଗୌରବ ଗୋଗୋଇ ସେହିପରି ମଧ୍ୟ ପ୍ରଦେଶ ଛିନ୍ଦଓ୍ୱାରାରୁ ଲଢିବେ ନକୁଳ ନାଥ ଏବଂ ରାଜସ୍ଥାନ ଜାଲୋରୁ ବୈଭବ ଗେହଲଟ ହେବେ ପ୍ରାର୍ଥୀ।  କିନ୍ତୁ କଂଗ୍ରେସର ଦିତ୍ୱୀୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ନାହିଁ। 
ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There is no Odisha in the second list of the Congress | Argus News