Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଧ୍ୟପ୍ରଦେଶ ମହାକାଳେଶ୍ବର ମନ୍ଦିରରେ ନିଆଁ

Manini Pattanayak
Browse all articles by Manini Pattanayak
·2 years ago
ମଧ୍ୟପ୍ରଦେଶ ମହାକାଳେଶ୍ବର ମନ୍ଦିରରେ ନିଆଁ

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ ମହାକାଳେଶ୍ବର ମନ୍ଦିରରେ ନିଆଁ  । ଆଜି ସକାଳ ଭସ୍ମ ଆରତୀ ବେଳେ ଗର୍ଭଗୃହରେ ନିଆଁ ଲାଗି ଯାଇଥିଲା । ଏଥିରେ ୧୪ଜଣ  ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଗ୍ନିକାଣ୍ଡ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସେ ପଚାରି ବୁଝିଥିଲେ ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thirteen priests were injured in a fire that broke out in the Mahakal Temple in Ujjain in Madhya Pradesh on Monday during 'bhasma aarti', an official said. | Argus News