ଏଥର ହଟିବେ ଭ୍ରଷ୍ଟାଚାରୀ: ଯୋଗୀ
·1 year ago

ଅର୍ଗସ ବ୍ୟୁରୋ: ଝାଡଖଣ୍ଡବାସୀ ଏଥର ଭ୍ରଷ୍ଟାଚାରୀଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଯୋଗୀ । ପାଙ୍କିରେ ପ୍ରଚାର ବେଳେ ଯୋଗୀ କହିଛନ୍ତି ଭଗବାନ ବିର୍ସାମୁଣ୍ଡା ଏବଂ ବାବା ସାହେବ ଆମ୍ବେଦକରଙ୍କୁ ଯେଉଁ ପାର୍ଟି ସମ୍ମାନ ଦେଇନାହିଁ ଏଭଳି ପାର୍ଟିକୁ ଝାଡଖଣ୍ଡବାସୀ ସମର୍ଥନ ଦେବେ ନାହିଁ ବୋଲି କହିଛନ୍ତି ଯୋଗୀ । ଏଥର ଜନତାଙ୍କ ଉତ୍ସାହ ଦର୍ଶାଉଛି ଯେ ଏଥର ଝାଡଖଣ୍ଡରେ ସମୃଦ୍ଧି ଏବଂ ସୁଶାସନର ପଦ୍ମ ଫୁଟିବ । ୨୩ ନଭେମ୍ବରରେ ଝାଡଖଣ୍ଡରେ ପଦ୍ମ ଫୁଟିବାକୁ ଯାଉଛି ବୋଲି ଦାବି କରିଛନ୍ତି ଯୋଗୀ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: