Videos
|
National

ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ସୂର୍ଯ୍ୟପରାଗ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ସୂର୍ଯ୍ୟପରାଗ

ଅର୍ଗସ ବ୍ୟୁରୋ:  ଆଜି ସଙ୍ଗଠିତ ହେବ ଚଳିତ ବର୍ଷର ବିରଳ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ। ଯେଉଁଥିରେ ସୂର୍ଯ୍ୟଙ୍କୁ ସଂପୂର୍ଣ୍ଣ ଗ୍ରାସ କରିବ ଚନ୍ଦ୍ର । ପୃଥିବୀ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଚନ୍ଦ୍ର ଗତି କରୁଥିବାରୁ ଏହାର ଛାଇ ଯୋଗୁଁ କନାଡା ,ଆମେରିକା , ମେକ୍ସିକୋ,ଏବଂ ଉତ୍ତର ଆମେରିକାର କିଛି ଭାଗରେ ଅନୁଭୂତ ହେବ। ଏହି ଦୀର୍ଘତମ ସୂର୍ଯ୍ୟ ପରାଗ। କିନ୍ତୁ ଏହି ବୀରଳ ମହାଜାଗତିକ ଦୃଶ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୂସାରେ ଆଜି ରାତି ପ୍ରାୟ ୯ଟା ୧୨ ମିନିଟ୍ ସମୟରେ ପରାଗ ଆରମ୍ଭ ହୋଇ ୯ ତାରିଖ ରାତି  ୨ଟା ୨୨ରେ ଶେଷ ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This year's rare solar eclipse will be collected today | Argus News