Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍

Banajyotshna Ray
Browse all articles by Banajyotshna Ray
·1 year ago
ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍

ଅର୍ଗସ ବ୍ୟୁରୋ:  ଆରବିଆଇ କଷ୍ଟମର କେଆର୍ ବିଭାଗକୁ ଧମକପୂର୍ଣ୍ଣ କଲ୍ । ନିଜକୁ ଲସ୍କର-ଇ-ତୋଇବାର ସିଇଓ  ପରିଚୟ ଦେଇ କଲ୍ କରିଥିଲେ ଦୁର୍ବୃତ୍ତ । ଫୋନରେ କହିଲା `ପଛ ରାସ୍ତା ବନ୍ଦ କରିଦିଅ,ଇଲେକ୍ଟ୍ରିକ କାର୍ ଖରାପ ହୋଇଯାଇଛି' । ଏନେଇ ଅଭିଯୋଗ ହେବାପରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Threatening calls to RBI Customer Care department | Argus News