Videos
|
National

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତିନି ଓଡ଼ିଆ ନେଲେ ଶପଥ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତିନି  ଓଡ଼ିଆ ନେଲେ ଶପଥ 

ନୂଆଦିଲ୍ଲୀ: ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଶପଥ ପାଠ କରାଇଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହିତ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ  ତିନି  ଓଡ଼ିଆ ଶପଥ ନେଇଛନ୍ତି।  ଧର୍ମେନ୍ଦ୍ର ପ୍ରଧାନ,  ଅଶ୍ୱିନୀ ବୈଷ୍ଣବ  ଏବଂ ଜୁଏଲ ଓରାମଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ମୋଦିଙ୍କ  କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂ ଏବଂ ଅମିତ୍‌ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ, ଏସ୍‌ ଜୟଶଙ୍କର, ପୀୟୂଷ ଗୋୟଲ,  ଜିତନ ରାମ ମାନଝୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ୱାମୀ, ସର୍ବାନନ୍ଦ ସୋନଓ୍ୱାଲ , ରାଜୀବ ରଞ୍ଜନ ସିଂ, ଡ. ବିରେନ୍ଦ୍ର କୁମାର, ପ୍ରହ୍ଲାଦ ଯୋଶୀ, ରାମ ମୋହନ ନାଇଡୁ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ମୁନସୁଖ ମାଣ୍ଡଭିୟ,  ହରଦୀପ ସିଂହ ପୁରୀ, କିରଣ ରିଜିଜୁ, ଅନ୍ନପୂର୍ଣ୍ଣ ଦେବୀ, ଗଜେନ୍ଦ୍ର ସିଂ ସେଖାଓ୍ୱତ, ଜି. କିଷନ ରେଡ୍ଡୀ, ଚିରାଗ ପାସଓ୍ୱାନ, ସି.ଆର. ପାଟିଲ, ଇନ୍ଦ୍ରଜିତ ସିଂ, ଜିତେନ୍ଦ୍ର ସିଂ ଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Three odia ministers took oath in Modi's cabinet | Argus News