Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବାସଭବନରେ ହୋଲି ଖେଳିଲେ ରାଜନାଥ ସିଂ  

National

ବାସଭବନରେ ହୋଲି ଖେଳିଲେ ରାଜନାଥ ସିଂ  

Manini Pattanayak
Browse all articles by Manini Pattanayak
·2 years ago
ବାସଭବନରେ ହୋଲି ଖେଳିଲେ ରାଜନାଥ ସିଂ  

ନୂଆଦିଲ୍ଲୀ: ସାରାଦେଶରେ ଆଜି ହୋଲିର ଧୂମ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ବାସଭବନରେ ହୋଲି ଖେଳିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଧୂମଧାମରେ ହୋଲି ପାଳିଛନ୍ତି ।

ଦଳର କର୍ମୀମାନେ ନଡ୍ଡାଙ୍କୁ ଅବିର ଲଗାଇ ଦେଇଥିଲେ । ନଡ୍ଡା ମଧ୍ୟ ସେମାନଙ୍କୁ ଅବିର ଲଗାଇବା ସହ ହୋଲିର ଶୁଭ ମନାସି ଥିଲେ । ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ହୋଲି ଖେଳିଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Today, Holi is celebrated all over the country. Defence Minister Rajnath Singh celebrate Holi at his residence. | Argus News