ଆଜି ଫେବ୍ରୁଆରୀ 29 ତାରିଖ, ବର୍ଷର ସବୁଠାରୁ ଛୋଟ ଦିନ
·2 years ago·1 min read

ନୂଆଦିଲ୍ଲୀ: ଆଜି ଫେବ୍ରୁଆରୀ 29 ତାରିଖ । ବର୍ଷର ସବୁଠାରୁ ଛୋଟ ଦିନ । 2024 ବର୍ଷ ଅଧିବର୍ଷ ହୋଇଥିବାରୁ ୩୬୫ ଦିନ ପରିବର୍ତ୍ତେ ୩୬୬ ଦିନ ହୋଇଥିବାରୁ ଅଧିକ ଗୋଟିଏ ଦିନ ଫେବ୍ରୁଆରୀ ମାସରେ ଯୋଡି ହୋଇଛି । 4 ବର୍ଷ ପରେ ପୁଣିଥରେ ଲିପ୍ ଡେ' ପଡ଼ିଛି । ପୃଥିବୀ ସୌରମଣ୍ଡଳରେ ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଛି ।
ପୃଥିବୀର ଗୋଟିଏ ପରିକ୍ରମା କୁ ଏକ ବର୍ଷ ଗଣନା କରାଯାଏ । ଗୋଟିଏ ଥର ପରିକ୍ରମା କରିବାକୁ ପୃଥିବୀକୁ ୩୬୫ ଦିନ ୫ ଘଣ୍ଟା, ୪୮ ମିନିଟ୍ ୪୬ ସେକେଣ୍ଡ ସମୟ ଲାଗିଥାଏ । ବର୍ଷକୁ ପ୍ରାୟ ୩୬୫ ଦିନ ବୋଲି ବିବେଚନା କରାଯାଏ, କିନ୍ତୁ ଏହି ଅତିରିକ୍ତ ୫ ଘଣ୍ଟା, ୪୮ ମିନିଟ୍ ଏବଂ ୪୬ ସେକେଣ୍ଡକୁ ଗଣନାରୁ ବାଦ୍ ଦିଆଯାଏ । ଫଳରେ ପ୍ରତି 4 ବର୍ଷରେ ଏହି ବଳକା ସମୟ ଗୋଟିଏ ଦିନ ଭାବେ ଫେବ୍ରୁଆରୀ ମାସରେ ମିଶିଯାଇଥାଏ । ଏହାକୁ ଅଧିବର୍ଷ କୁହାଯାଏ ।...
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: