ଦିନ ୧ଟା ସୁଦ୍ଧା ଆସାମରେ ୪୬ ପ୍ରତିଶତ, ବିହାରରେ ୩୩ ପ୍ରତିଶତ
·2 years ago

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ଆସାମରେ ୪୬ ପ୍ରତିଶତ, ବିହାରରେ ୩୩ ପ୍ରତିଶତ, ଛତିଶଗଡରେର ୫୩ ପ୍ରତିଶତ, ଜମ୍ମୁ ଓ କାଶ୍ମୀରରେ ୪୨ ପ୍ରତିଶତ, କର୍ଣ୍ଣାଟକରେ ୩୮ ପ୍ରତିଶତ, କେରଳେର ୩୯ ପ୍ରତିଶତ, ମଧ୍ୟପ୍ରଦେଶରେ ୩୮ ପ୍ରତିଶତ, ମହାରାଷ୍ଟ୍ରରେ ୩୧ ପ୍ରତିଶତ, ମଣିପୁରରେ ୫୪ ପ୍ରତିଶତ, ରାଜସ୍ଥାନରେ ୪୦ ପ୍ରତିଶତ, ତ୍ରିପୁରାରେ ୫୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୫ ପ୍ରତିଶତ, ପଶ୍ଚିମବଂଗରେର ୪୭ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: