Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ

Ritu Das
Browse all articles by Ritu Das
·11 months ago
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ

Key Points

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ

ବାଜପେୟୀଙ୍କ ସ୍ମୃତି ସ୍ଥଳ ସଦୈବ ଅଟଳରେ ଅନୁଷ୍ଠିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ। ବାଜପେୟୀଙ୍କ ସ୍ମୃତି ସ୍ଥଳ ସଦୈବ ଅଟଳରେ ଅନୁଷ୍ଠିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା। ଆୟୋଜିତ ହେବ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା। ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହିତ ବରିଷ୍ଠ ମନ୍ତ୍ରୀ ଓ ବିଭିନ୍ନ ଦଳର ନେତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today-is-the-seventh-death-anniversary-of-former-prime-minister-atal-bihari-vajpayee | Argus News