Videos
|
National

ଆଜି ୱାର୍ଲ୍ଡ ଫ୍ରେଣ୍ଡ୍‌ସିପ୍‌ ଡେ’, ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ୱାର୍ଲ୍ଡ ଫ୍ରେଣ୍ଡ୍‌ସିପ୍‌ ଡେ’, ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ

Key Points

ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ

ଆଜି ୱାର୍ଲ୍ଡ ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ

ଆଜି ୱାର୍ଲ୍ଡ ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼। ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପିଢୀ ଏହି ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍‌ ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଦେଖିବାକୁ ମିଳିଥାଏ। ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇ ଉପହାର ଆଦାନ ପ୍ରଦାନ କରି ଏହି ଦିବସକୁ ପାଳନ କରାଯାଏ।


ବନ୍ଧୁଙ୍କ ପାଇଁ ଆଜିର ଦିନକୁ ପାଳନ କରାଯାଏ। ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବାକୁ ଯୁବପୀଢି ଏହି ଦିବସକୁ ପାଳନ କରିଥାଆନ୍ତି। ଏହି ଦିନ କାର୍ଡ, ଗିଫଟ୍‌ ଓ ଫୁଲ ଦୋକାନମାନଙ୍କରେ ଭିଡ଼ ଆଜି ୱାର୍ଲ୍ଡ ଫ୍ରେଣ୍ଡ୍‌ସିପ୍‌ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼। ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ । ବନ୍ଧୁଙ୍କ ନିଃସ୍ୱାର୍ଥପର ଭଲପାଇବା ପାଇଁ ଆଜି ବିଶ୍ୱ ପାଳୁଛି ଏହିଦିନ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ବନ୍ଧୁଙ୍କୁ ମନେପକାଇ ନିଜ ସ୍ମୃତିକୁ ଉଜ୍ଜୀବିତ କରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଦେଶ ଖବର:

today-is-world-friendship-day-a-day-celebrated-for-friends | Argus News