ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ
·2 years ago

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ 6ଟି ଲୋକସଭା ଆସନ ମିଶାଇ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଏବଂ ଆମ ରାଜ୍ୟର 42ଟି ବିଧାନସଭା ଆସନରେ ହେବ ଭୋଟିଂ। 460 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 99.61 ଲକ୍ଷ ଭୋଟର୍। ସୁରକ୍ଷା ଦୃଷ୍ଟିରୁ 126 କମ୍ପାନୀ ସିଏପିଏଫ ନିଯୁକ୍ତ ହୋଇଛନ୍ତି।
ମୋଟ 10,882 ଟି ବୁଥରେ ମତଦାନ କରିବେ 99 ଲକ୍ଷ 61 ହଜାର 57 ଜଣ ମତଦାତା। ଗତକାଲି ସଂଧ୍ୟାରେ ସରିଛି ପ୍ରଚାର। ଶେଷ ଦିନରେ ମାରାଥନ ପ୍ରଚାର କରି ଭୋଟରଙ୍କୁ ମନାଇବାକୁ ଝାଳ ବୁହାଇଲେ ସବୁ ଦଳ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: