Pahalgam Terrorist Attack: ସାମ୍ନାକୁ ଆସିଲା ଆକ୍ରମଣ ବେଳର ଆଉ ଏକ ଭିଡିଓ, ଥରେ ଦେଖନ୍ତୁ...

ସାମ୍ନାକୁ ଆସିଲା ଆକ୍ରମଣ ବେଳର ଆଉ ଏକ ଭିଡିଓ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ସମୟର ଆଉଏକ ଭିଡିଓ ପଦାକୁ ଆସିଛି । ଆକ୍ରମଣ ସମୟରେ ଜଣେ ପର୍ଯ୍ୟଟକ ରୋପ୍-ୱେରେ ଯାଉଥିବା ବେଳେ, ମୋବାଇଲ୍ ଫୋନକୁ ସେଲ୍ଫି ମୁଡ୍ରେ ରଖି ନିଜର ଭିଡିଓ କରୁଥିଲେ। ସେତେବେଳକୁ ତଳେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ କାଶ୍ମିରୀଙ୍କ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ସେମାନଙ୍କ ମନରେ ପାକିସ୍ତାନ ଥିବା କଥା କୁହାଯାଉଛି । ସେହି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଆତଙ୍କବାଦୀମାନେ ଏଭଳି କାଣ୍ଡ ଭିଆଇବାରେ ସକ୍ଷମ ହେଲେ ବୋଲି କୁହାଯାଉଛି । ଅନ୍ୟପଟେ ସେମାନେ ହିଁ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ବୋଲି ସୋସିଆଲ ମିଡିଆରେ ଜୋରଦାର ଆଲୋଚନା ହେଉଛି ।
Local Kashmiri operating the ropeway saw & heard gun shots and CLEARLY SAID "Allah Hu Akbar" Three times but didn't stop the ropeway. Shows Locals were somehow involved with the Pahalgam attack Terrorists pic.twitter.com/DER8OXG2pu
📱 Get Argus News App
✨Yet another video from Pahalgam terror attack in which people can be seen running as terrorists fire at innocent tourists. Some people can be seen falling on the ground as they run after receiving bullets. Nobody came to their rescue. This was a well-planned terror attack. pic.twitter.com/gsPSzIPK08
— Aditya Raj Kaul (@AdityaRajKaul) April 28, 2025
LATEST PAHALGAM VIDEO: The segregation on religious lines. The sadism. The scene shows all the things the Congress led ecosystem is denying.
— Rahul Shivshankar (@RShivshankar) April 28, 2025
What a shame! What a betrayal of these innocents. What a pathetic attempt to cleanchit this devlishness. pic.twitter.com/NHOvGlR1pF