Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଶ୍ମୀରରେ ବରଫ ବର୍ଷାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

Manini Pattanayak
Browse all articles by Manini Pattanayak
·2 years ago
କାଶ୍ମୀରରେ ବରଫ ବର୍ଷାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ:  ଗୋଟିଏ ପଟେ ବରଫ ବର୍ଷା କାଶ୍ମୀରବାସୀଙ୍କ ପାଇଁ ସମସ୍ୟା ହୋଇଥିବା ବେଳେ ଅନ୍ୟପଟେ ବରଫପାତକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ବରଫ ଦେଖିବାକୁ କାଶ୍ମୀରକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗରେ ବରଫପାତର ମଜା ନେଉଛନ୍ତି ଲୋକେ ।

ଭାରତର ଏହି ଭୂସ୍ବଗକୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ । କିଏ ବରଫରେ ସ୍କେଟିଂ କରୁଛି ତ କିଏ ସ୍ଲାଇଡିଂର ମଜା ନେଉଛି । ବରଫ ଚାଦର ତଳେ ଆଚ୍ଛାଦିତ ହୋଇ ଆହୁରି ସୁନ୍ଦର ଲାଗୁଛି ଧରଣୀ ।

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tourists Enjoying Heavy Snowfall In Jammu And Kashmir | Argus News