Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜାମ୍ମୁ କାଶ୍ମୀରରେ ଜାରି ରହିଛି ବରଫ ବର୍ଷା

National

ଜାମ୍ମୁ କାଶ୍ମୀରରେ ଜାରି ରହିଛି ବରଫ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago
ଜାମ୍ମୁ କାଶ୍ମୀରରେ ଜାରି ରହିଛି ବରଫ ବର୍ଷା

ଅର୍ଗସ ବ୍ୟୁରୋ: ଭାରତର ଭୂସ୍ବର୍ଗ ଜାମ୍ମୁ କାଶ୍ମୀରରେ ଜାରି ରହିଛି ବରଫ ବର୍ଷା । ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଲାଗୁଛି ପ୍ରକୃତି । ଆଉ ଏହି ଅପରୂପ ସୌନ୍ଦର୍ଯ୍ୟକୁ ମନ ଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ବରଫପାତର ମଜା ନେବାକୁ କାଶ୍ମୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗ ଓ ରଜୌରୀ ଅଞ୍ଚଳରେ ବରଫରେ ଚାଲିଛି ଖେଳକୁଦ । କିଏ ବରଫରେ ସ୍କେଟିଂ କରୁଛି ତ କିଏ ସ୍ଲାଇଡିଂର ମଜା ନେଉଛି ।

ପର୍ଯ୍ୟଟକଙ୍କ ସଂଖ୍ୟା ଯେତିକି ବଢୁଛି ଏଠାର ସ୍ଥାନୀୟ ଲୋକଙ୍କ ରୋଜଗାରର ପନ୍ଥା ମଧ୍ୟ ସେତିକି ଖୋଲୁଛି । ଧାରା ୩୭୦ ଉଚ୍ଛେଦ ପରେ ଏବେ କାଶ୍ମୀରକୁ ଆସୁଛନ୍ତି ଅଧିକ ସଂଖ୍ୟକ ପର୍ଯ୍ୟଟକ । ଯାହା ଏଠାକାର ଲୋକଙ୍କୁ ଆତ୍ମନିର୍ଭର କରିବାରେ ସହାୟକ ହୋଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Tourists rejoice in Rajouri as snowfall changes weather | Argus News