Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତାମିଲନାଡୁର ଚେନ୍ନାଇ ନିକଟରେ ଟ୍ରେନ ଦୁର୍ଘଟଣା

Sangram Tripathy
Browse all articles by Sangram Tripathy
·1 year ago
ତାମିଲନାଡୁର ଚେନ୍ନାଇ ନିକଟରେ ଟ୍ରେନ ଦୁର୍ଘଟଣା

ଅର୍ଗସ ବ୍ୟୁରୋ:ତାମିଲନାଡୁର ଚେନ୍ନାଇ ନିକଟରେ ଟ୍ରେନ ଦୁର୍ଘଟଣା। ୫ରୁ ୬ ବଗି  ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ମାଲଗାଡିକୁ ଧକ୍କା ଦେଲା ମହୀଶୁର ଦରଭଙ୍ଗା ଏକ୍ସପ୍ରେସ ।ଯୁଦ୍ଧକାଳୀନ ଭିର୍ତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଥିରୁଭାଲୁର ଜିଲ୍ଲା କବରପେଟ୍ଟାଇ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Train accident near Chennai, Tamil Nadu | Argus News