ମୋଦି ଏବଂ ଭାରତକୁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶଂସା

ଅର୍ଗସ ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପରେ ଭାରତକୁ ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତ ଏବଂ ହିନ୍ଦୁର ସେ ବଡ଼ ପ୍ରଶଂସକ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଏବଂ ହିନ୍ଦୁ ସଂପ୍ରଦାୟକୁ ହ୍ବାଇଟ୍ ହାଉସର ଭଲ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଟ୍ରମ୍ପ । ଭାରତୀୟ ଏବଂ ହିନ୍ଦୁ ଆମେରିକୀୟମାନେ ଆମ ଦେଶକୁ ବଳଶାଳୀ କରିଛି । ଆତଙ୍କବାଦ ନିପାତ କରିବାରେ ଭାରତ ଭୂମିକା ପ୍ରଶଂସନୀୟ ।
ଡୋନାଲ୍ଡ ଟ୍ରମ୍ପ ସୁପର୍ ପାୱାରର ସୁପର୍ ବସ୍ ହେବା ପରେ ଭାରତର ପଡୋଶୀ ଦେଶରେ ହଡକମ୍ପ...ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ବାଂଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ନିଜ ନିଜର ହତାଶ ଭାବ ଜାରୀ କରିଛନ୍ତି...ଟ୍ରମ୍ପଙ୍କ ବିଜୟ କୁ ସୂର୍ଯଗ୍ରହଣ- ଏକ କଳା ଦିନ ବୋଲି କହିଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ ...ତେବେ ଯୁନୁସ୍ ଙ୍କ ଏହି ହତାଶା ପଛର କାରଣ ପୁରା ସ୍ପଷ୍ଟ...ଆମେରିକା ନିର୍ବାଚନ ପ୍ରଚାର ସମଯରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣକୁ କଡା ନିନ୍ଦା କରିଥିଲେ ।ବାଂଗଲାଦେଶ ପୁରାପୁରି ଧ୍ବଂସ ଅବସ୍ଥାରେ ପହଂଚିଛି ବୋଲି ମଧ୍ୟ କହିଥିଲେ ଟ୍ରମ୍ପ...ତେବେ ଟ୍ରମ୍ପ ଙ୍କ ର ହିନ୍ଦୁ ସମର୍ଥନକୁ ସହିପାରିନାହାନ୍ତି ଯୁନୁସ...ପାରିସ୍ ର ବିଜନେସ୍ ସ୍କୁଲରେ ସମ୍ବୋଧନ କରିବା ଅବସରରେ ଟ୍ରମ୍ପ ଙ୍କ ବିଜଯକୁ ନେଇ ହତାଶା ବ୍ୟକ୍ତ କରିଥିବା ମହମ୍ମଦ ୟୁନୁସଙ୍କ ବୟାନ୍ ପ୍ରମାଣ କରିଦେଉଛି ବାଲାଂଦେଶ ହିଂସା ପଛରେ ନାୟକ ଥିଲେ ନିଜେ ମହମ୍ମଦ ୟୁନୁସ୍ ।
ସେପଟେ ଟ୍ରମ୍ପ ଙ୍କ ବିଜୟ ରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଙ୍କ ଚିନ୍ତା ବଢାଇଛି...ମୋଦି ଙ୍କ ସହ ଟ୍ରମ୍ଫଙ୍କ ବନ୍ଧୁତ୍ବ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଚିନ୍ତା ବଢାଇଥିବା ବେଳେ ଟ୍ରମ୍ପଙ୍କ ର ପାକିସ୍ଥାନକୁ ନେଇ କଣ ଆଭିମୁଖ୍ୟ ରହିବ ତାକୁ ନେଇ ବତିବେସ୍ତ ପାକିସ୍ତାନ। ସେପଟେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଜଣାଇଛନ୍ତି ଅଭିନନ୍ଦନ।
📱 Get Argus News App
✨ସୁପର ପାୱାର ର ସୁପର୍ ବସ୍ ହେବା ପରେ ଆମେରିକାରେ ଥିବା ଭାରତୀଯ ମାନଙ୍କ ସମେତ ଭାରତ କୁ ମଧଯ ପ୍ରଶଂସା କରିଛନ୍ତି ଟ୍ରମ୍ପ...ତେବେ ଟ୍ରମ୍ପ ଙ୍କ ବିଜୟ ବିଶ୍ବ ଉପରେ ବଡ ପ୍ରଭାବ ଆଣିବବୋଲି କୁହାଜାଉଛି...ତେବେ ବିଶେଷ ଭାବରେ ଭାରତ ସହିତ ଟ୍ରମ୍ପଙ୍କ ସୁସମର୍କକୁ ନେଇ ଛାନିଆ ଭାରତର ପଡୋଶୀ ରାଷ୍ଟ୍ର ବାଂଗଲାଦେଶ ଓ ପାକିସ୍ଥାନ...ଟ୍ରମ୍ପଙ୍କର ହିନ୍ଦୁ ଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଦେଇଥିବା ପ୍ରତିକ୍ରିଯଯା କୁ ନେଇ ନେବେଲ ବିଜେତା ତଥା ବାଂଗଲାଦେଶର କାମଚଳା ପ୍ରଧାନମନ୍ତ୍ରୀ ଯୁନୁସ୍ ଙ୍କ ଅସହିଷ୍ନୁ ବୟନ ଦେଇଥିବା ବେଳେ ନିଜ ସତ୍ତା ପଲଟିବା ଭଯରେ ଘାରି ହେଲେଣି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: