Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନକ୍ସଲ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ସହିଦ

Banajyotshna Ray
Browse all articles by Banajyotshna Ray
·1 year ago
ନକ୍ସଲ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ସହିଦ

ଅର୍ଗସ ବ୍ୟୁରୋ:  ଛତିଶଗଡରେ ପୁଣି ନକ୍ସଲ ଆକ୍ରମଣ । ଆଇଇଡି ବିସ୍ଫୋରଣରେ ୨ ଆଇଟିବିପି ଯବାନ ସହିଦ ହୋଇଛନ୍ତି । ନାରାୟଣପୁର ଜିଲ୍ଲାରେ ଏହି ଆଇଇଡି ବିସ୍ଫୋରଣ ହୋଇଛି । ଏହାସହ ଦୁଇଜଣ ପୋଲିସ ଆହତ ହୋଇଛନ୍ତି। ଦୁଇ ଜଣ ଇଣ୍ଡୋ-ତିବେତାନ ବୋର୍ଡର୍ ପୋଲିସ ଶହୀଦ ହୋଇଛନ୍ତି। ସୀମାବର୍ତ୍ତୀ ଅଞ୍ଚଳ ନାୟାରଣପୁର ଜିଲ୍ଲାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନରୁ ଫେରିବା ସମୟରେ ମୋହାନ୍ଦି ଗାଁ ନିକଟରେ ଆଇଡି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two Border Police jawans killed, 2 other injured in Naxal attack in Chhattisgarh | Argus News