Assam Visit / ଆଜିଠାରୁ ୨ଦିନିଆ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
·5 months ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୨ଦିନିଆ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଏ ଅବସରରେ ପିଏମ୍ ମୋଦି ମାଲଦାରେ ୩ ହଜାର ୨୫୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୨ଦିନିଆ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଏ ଅବସରରେ ପିଏମ୍ ମୋଦି ମାଲଦାରେ ୩ ହଜାର ୨୫୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ହାଓଡା ଓ ଗୁଆହାଟି ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କରିବେ। ଏହି ଟ୍ରେନ୍ ରେ ଅତ୍ୟାଧୁନିକ ସେବା ଓ ଆରାମଦାୟକ ସୁବିଧା ସୁଯୋଗ ଉପଲବ୍ଧ ରହିଛି। ଏ ଅବସରରେ ମୋଦି ୭ଟି ଅମୃତ ଭାରତ ଟ୍ରେନର ଶୁଭାରମ୍ଭ କରିବେ, ଯାହା ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଗମ କରିବେ। ଏହା ସହିତ ପିଏମ୍ ହୁଗଳି ଜିଲ୍ଲାରେ ୮୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ।
ସେହିପରି ଆସାମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ "ବାଗୁରୁମ୍ବା ଦୋହୋ ୨୦୨୬"ରେ ଅଂଶଗ୍ରହଣ କରିବେ। ଏ ଅବସରରେ ବୋଡୋ ସମ୍ପ୍ରଦାୟର ୧୦ ହଜାରରୁ ଅଧିକ କଳାକାର ବାଗୁରୁମ୍ବା ନୃତ୍ୟ ପ୍ରଦର୍ଶନ କରିବେ। ପ୍ରଧାନମନ୍ତ୍ରୀ କାଲିଆବୋରରେ ୬ ହଜାର ୯୫୦ କୋଟିରୁ ଅଧିକ ମୂଲ୍ୟର କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗୌହାଟୀ -ରୋହତକ ଏବଂ ଦିବ୍ରୁଗଡ଼-ଲକ୍ଷ୍ନୌ ମଧ୍ୟରେ ୨ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।
ଏହାସହ ପଢ଼ନ୍ତୁ: 8th Pay Commission ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ମୋଦି ସରକାର ଦେବେ ଏତିକି ଟଙ୍କା!
କେନ୍ଦ୍ର ସରକାର ୮ମ ବେତନ କମିଶନ ଲାଗୁ ହେବା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାର ଏକ ନୂତନ କମ୍ପୋଜିଟ ସାଲାରୀ ଆକାଉଣ୍ଟ ପ୍ୟାକେଜ ଆରମ୍ଭ କରିଛନ୍ତି। ଏହା ଏକ ବ୍ୟାଙ୍କ ଆକାଉଣ୍ଟ ହେବ, ଯାହା କର୍ମଚାରୀମାନଙ୍କୁ ଗୋଟିଏ ବେତନ ଆକାଉଣ୍ଟରେ ବୀମା, ଋଣ ଏବଂ ବ୍ୟାଙ୍କିଂ ସେବା ପ୍ରଦାନ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ, ଦରମା ଆଉ କେବଳ ମାସିକ ଖର୍ଚ୍ଚ ପୂରଣ କରିବାର ଏକ ମାଧ୍ୟମ ହେବ ନାହିଁ; ବରଂ, ସମାନ ଆକାଉଣ୍ଟ ବୀମା, ସ୍ବାସ୍ଥ୍ୟ କଭରେଜ ଏବଂ ସୁଲଭ ବ୍ୟାଙ୍କିଂ ସୁବିଧାର ଏକ ବ୍ୟାପକ ପ୍ୟାକେଜ ହୋଇଯିବ। ଆର୍ଥିକ ସେବା ବିଭାଗ, ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକ ସହିତ ମିଶି, କମ୍ପୋଜିଟ ସାଲାରୀ ଆକାଉଣ୍ଟ ପ୍ୟାକେଜ ଆରମ୍ଭ କରିଛି, ଯାହାକୁ ସରକାରୀ ବ୍ୟବସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଏକ ପ୍ରମୁଖ କଲ୍ୟାଣକାରୀ ବର୍ଦ୍ଧକ ଭାବରେ ବିବେଚନା କରାଯାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories