Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୁଇ ମାଲବାହୀ ଟ୍ରେନ ଧକ୍କା: ୨ ଲୋକୋ ପାଇଲଟ୍ ଗୁରୁତର

National

ଦୁଇ ମାଲବାହୀ ଟ୍ରେନ ଧକ୍କା: ୨ ଲୋକୋ ପାଇଲଟ୍ ଗୁରୁତର

Ritu Das
Browse all articles by Ritu Das
·2 years ago
ଦୁଇ ମାଲବାହୀ ଟ୍ରେନ ଧକ୍କା: ୨ ଲୋକୋ ପାଇଲଟ୍ ଗୁରୁତର


ଅର୍ଗସ ବ୍ୟୁରୋ: ପଞ୍ଜାବ ଫତେଗଡ ସାହିବ ସରୀହିନ୍ଦ ମାଧୋପୁର ନିକଟରେ ସକାଳୁ ସକାଳୁ ବଡ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହୋଇଛନ୍ତି ଦୁଇ ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ଦୁଇ ଟ୍ରେନର ଲୋକୋ ପାଇଲଟ୍ ଗୁରୁତର ହୋଇଛନ୍ତି ।

ଦୁଇ ଲୋକୋ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ଫତେଗଡ ସାହିବ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସ୍ଥିତି ଗମ୍ଭୀର ହେବାରୁ ସେମାନଙ୍କୁ ରାଜିନ୍ଦର ହସ୍ପିଟାଲକୁ ରେଫର କରାଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two goods trains derailed | Argus News