Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ: ପ୍ରବଳ ବର୍ଷିବ

Ritu Das
Browse all articles by Ritu Das
·1 year ago
ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ: ପ୍ରବଳ ବର୍ଷିବ

Key Points

ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ

ଦକ୍ଷିଣ ଗୁଜୁରାଟ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ

୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବା ସମ୍ଭାବନା

ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ହେଲା ସୃଷ୍ଟି । ଦକ୍ଷିଣ ଗୁଜୁରାଟ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବା ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ।


ଲଘୁଚାପ ପ୍ରଭାବରେ ଦେଶଣ ବିଭିନ୍ନ ସ୍ଥାନରେ ବର୍ଷା ଚେତାବନୀ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-low-pressure-areas-formed-simultaneously-heavy-rain-warning | Argus News