Videos
|
National

ଦିଲ୍ଲୀ IITର ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·11 months ago
ଦିଲ୍ଲୀ IITର ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Key Points

'୨୦୪୭ ସୁଦ୍ଧା ବିକଶିତ ଭାରତ'
ଦିଲ୍ଲୀ IITର ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ କହିଲେ, ୨୦୪୭ ସୁଦ୍ଧା ବିକଶିତ ହେବ ଭାରତ

ଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀ IITର ଛାତ୍ରଛାତ୍ରୀ ମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଭେଟି ସାରିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଏହି IIT ଛାତ୍ରମାନଙ୍କୁ ଭେଟିବା ପରେ , ମୁଁ ଦୃଢତାର ସହ କହିପାରିବି ଯେ 2047 ସୁଦ୍ଧା ଭାରତ ଏକ ବିକାଶିତ ରାଷ୍ଟ୍ରରେ ପରିଣତ ହେବ । ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଏହି ଯୁବପୀଢିଙ୍କ କାନ୍ଧ ଉପରେ ଏକ ସୂର୍ଣ୍ଣିମ ଭବିଷ୍ୟତ ଦେଖି ପାରୁଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: