Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ଛତିଶଗଡ଼ରେ ଆଣ୍ଟି ନକ୍ସଲ ରିଭ୍ୟୁ ମିଂଟିଂ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

National

ଆଜି ଛତିଶଗଡ଼ରେ ଆଣ୍ଟି ନକ୍ସଲ ରିଭ୍ୟୁ ମିଂଟିଂ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Banajyotshna Ray
Browse all articles by Banajyotshna Ray
·1 year ago
ଆଜି ଛତିଶଗଡ଼ରେ ଆଣ୍ଟି ନକ୍ସଲ ରିଭ୍ୟୁ ମିଂଟିଂ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଅର୍ଗସ ବ୍ୟୁରୋ:  ଆଜି ଛତିଶଗଡ଼ରେ ଆଣ୍ଟି ନକ୍ସଲ ରିଭ୍ୟୁ ମିଂଟିଂ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଶାହ ରାଇପୁରରେ ପହଞ୍ଚିଥିବା ବେଳେ ତାଙ୍କୁ ସ୍ବାଗତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଶୁକ୍ରବାର ତିନି ଦିନିଆ ଛତିଶଗଡ଼ ଗସ୍ତରେ ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳ 11ଟା 30ରେ ଇଣ୍ଟରଷ୍ଟେଟ କୋଅର୍ଡିନେସନ ବୈଠକରେ ଯୋଗ ଦେବେ ଶାହ। ଏହି ବୈଠକରେ ଛତିଶଗଡ଼ ପୋଲିସ ଡିଜିଙ୍କ ସମେତ ଓଡ଼ିଶାର ପୋଲିସ ଡିଜି ମଧ୍ୟ ସାମିଲ ହୋଇପାରନ୍ତି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶର ବରିଷ୍ଠ ପୋଲିସ୍ ଅଧିକାରୀ ମଧ୍ୟ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister Amit Shah to chair anti-Naxal review meeting today in Raipur | Argus News