Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡ଼ିଶାରୁ କୋଟି କୋଟି ଟଙ୍କା ମିଳିବା ଘଟଣାକୁ ନେଇ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଓଡ଼ିଶାରୁ କୋଟି କୋଟି ଟଙ୍କା ମିଳିବା ଘଟଣାକୁ ନେଇ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ

ଅର୍ଗସ ବ୍ୟୁରୋ: ସେପଟେ ଓଡ଼ିଶାରୁ ଶହ ଶହ କୋଟି ନଗଦ ଟଙ୍କା ମିଳିବା ଘଟଣାକୁ ନେଇ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଲେ ଦେଶ ସ୍ବାଧିନ ହେବା ପରଠାରୁ କୌଣସି ସାଂସଦଙ୍କ ଘରୁ ଏତେ ଟଙ୍କା ଜବତ ହୋଇନାହିଁ । 

ଏତେ ବଡ଼ ଦୁର୍ନୀତି ନେଇ ଇଣ୍ଡିଆ ମେଣ୍ଟ କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି ଶାହ । ଦୁର୍ନୀତିର କଳା ଚିଠା ଖୋଲିଯିବା ନେଇ ବିପକ୍ଷଙ୍କ ମନରେ ଥିଲା ଭୟ । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରଚାର ଅଭିଯାନ କରାଯାଇଥିଲା ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister | Argus News