Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବୈଠକରେ ଯୋଗ ଦେବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର

Smruti Parija
Browse all articles by Smruti Parija
·2 years ago·1 min read
ବୈଠକରେ ଯୋଗ ଦେବେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର

ଅର୍ଗସ ବ୍ୟୁରୋ: ଆଜି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏହି ବୈଠକ ହେବ । ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ନେତା ନୀତିଶ କୁମାର ଯୋଗ ଦେବେ । ଆଜିର ବୈଠକରେ ଲୋକ ଜନ ଶକ୍ତି ପାର୍ଟି ନେତା ଚିରାଗ ପାଶଓ୍ବାନ ମଧ୍ୟ ଯୋଗ ଦେଇପାରନ୍ତି । ଗତକାଲି ହୋଇଥିବା ଗଣତିରେ 292 ସିଟ୍ ସହ ବିଜେପି ନେତୃତ୍ବାଧୀନ ମେଣ୍ଟକୁ ଦେଶରେ ବହୁମତ ମିଳିଛି ।  ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିବେ ନରେନ୍ଦ୍ର ମୋଦି ।
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister and BJP candidate from Arrah Lok Sabha seat (in Bihar) RK Singh arrives in Delhi for the NDA meetin | Argus News