Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାଶୀ ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ 

Smruti Parija
Browse all articles by Smruti Parija
·1 year ago·1 min read
କାଶୀ ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ 

ଅର୍ଗସ ବ୍ୟୁରୋ: ବାବା  କାଶୀ ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଧର୍ମପତ୍ନୀଙ୍କ ସହ  ବାବାଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କର ସୁଖ, ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମହାଦେବଙ୍କ ଆଶୀର୍ବାଦ ସବୁବେଳେ ସମସ୍ତଙ୍କ ଉପରେ ରହିଥାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବାରଣାସୀ ଆଇଆଇଟି ବିଏଚୟୁରେ କନଭୋକେସନରେ ଯୋଗ ଦେବା ଅବସରରେ ବାବାଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-dharmendra-pradhan-took-blessings-of-baba-kashi-biswanath | Argus News