|
logo
Live

Argus News - ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍

National

ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍

ଅର୍ଗସ ବ୍ୟୁରୋ:  ଆଗାମୀ 3 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ଵର ତୃତୀୟ ବୃହତ୍ତ ଅର୍ଥନୀତି ହେବ୍‌ ହବାକୁ ଯାଉଛି । ଏଭଳି ସମୟରେ ଉତ୍ତରପ୍ରଦେଶର 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବର୍ଷର ଐତିହାସିକ ବଜେଟ୍ । ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଗାଁ ଗାଁରେ ପହଞ୍ଚୁଥ‌ିବା ବେଳେ ଏହା ଏକ ଉତ୍ତମ ପ୍ରୟାସ । ବଜେଟରେ ଉତ୍ତରପ୍ରଦେଶକୁ ଅନ୍ତୋଦୟରୁ ବିକଶିତ ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ, ଭିତ୍ତିଭୂମିରୁ ଇଜ୍ ଅଫ୍ ଲିଭିଙ୍ଗ ପର୍ଯ୍ୟନ୍ତ, ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରୁ ଇନଭେଷ୍ଟମେଣ୍ଟର ଡ୍ରିମ୍ ଡେଷ୍ଟିନେସନ ପର୍ଯ୍ୟନ୍ତ ଆସ୍ଥାରୁ ଅର୍ଥବ୍ୟବସ୍ଥା ପର୍ଯ୍ୟନ୍ତ ସବୁକୁ ଗୁରୁତ୍ବ ଦିଆଯାଇଛି । ସେଥ‌ିପାଇଁ ଉତ୍ତରପ୍ରଦେଶ ଦେଶରେ ଦ୍ଵିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରିଛି ବୋଲି କହିଛନ୍ତି ଯୋଗୀ ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଉତ୍ତରପ୍ରଦେଶ: 7 ଲକ୍ଷ 36 ହଜାର କୋଟିର ବଜେଟ୍ ଐତିହାସିକ ବଜେଟ୍ | Argus News