Videos
|
National

ଆତଙ୍କୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସହ ଆଲୋଚନା

Swoyang prajna Mishra
Browse all articles by Swoyang prajna Mishra
·1 year ago
ଆତଙ୍କୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସହ ଆଲୋଚନା

ଆତଙ୍କୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ସହ ଆଲୋଚନା । ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଆଲାଚନା କରିଛନ୍ତି ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର । ଆତଙ୍କୀ, ସେମାନଙ୍କ ସମର୍ଥକ ଓ ସହଯୋଗ ଯୋଗାଉଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଜୟଶଙ୍କର କହିଛନ୍ତି ।


ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ଆତଙ୍କୀ ଆକ୍ରମଣକୁ ନେଇ ଗଭୀର ଶୋକ ପ୍ରକାଶ କରିଥିଲେ । ଆତଙ୍କୀ ହମଲାରେ ପୀଡିତଙ୍କ ପରିବାରକୁ ଆମେରିକା ପକ୍ଷରୁ ସମବେଦନା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
US Secretary of State speaks to External Affairs Minister Jaishankar | Argus News